Filters

ସ୍ଥାୟୀ ବାସିନ୍ଦାଙ୍କ ପାଇଁ

ଆଧାର ପ୍ରମାଣୀକରଣ କ’ଣ?keyboard_arrow_down
ପ୍ରମାଣୀକରଣ ମୋର କେତେବେଳେ ଆବଶ୍ୟକ?keyboard_arrow_down
ଆଧାର ପ୍ରମାଣୀକରଣର ସୁବିଧାଗୁଡିକ କ’ଣ ?keyboard_arrow_down
ଯେତେବେଳେ ଆଧାର ନମ୍ବର୍ ବିପକ୍ଷରେ ଗୋଟିଏ ପ୍ରମାଣୀକରଣ ସୃଷ୍ଟି ହେବ, ବାସିନ୍ଦାଙ୍କୁ ଅବଗତ କରିବା ପାଇଁ କିଛି କୌଶଳ ଅଛି କି ?keyboard_arrow_down
ମୁଁ ଗୋଟିଏ ପ୍ରମାଣୀକରଣ ବାର୍ତ୍ତା ପ୍ରାପ୍ତ କରିଛି କିନ୍ତୁ ମୁଁ ନିଜକୁ ପ୍ରମାଣୀକରଣ କରିନାହିଁ | ମୁଁ କାହାକୁ ଯୋଗାଯୋଗ କରିବି?keyboard_arrow_down
ପ୍ରମାଣୀକରଣ ପାଇଁ କେବଳ ମୋର ବୃଦ୍ଧାଙ୍ଗୁଠି ଛାପ ଆବଶ୍ୟକ କି?keyboard_arrow_down
ମୋର ପ୍ରମାଣୀକରଣ ଅନୁରୋଧ କ’ଣ ପାଇଁ ଅଗ୍ରାହ୍ୟ ହୋଇଯାଉଛି ଯଦିଓ ମୁଁ ଆଙ୍ଗୁଠି ଛାପ ସହ ଆଧାର ନମ୍ବର୍ ମଧ୍ୟ ପ୍ରଦାନ କରିଛି?keyboard_arrow_down
ଯଦି ମୋର ପ୍ରମାଣୀକରଣ ଅନୁରୋଧ ଅଗ୍ରହ୍ୟ ହୁଏ ମୁଁ ମୋର ହକଦାରୀ(ration, NREGA job etc.) ଗୁଡିକୁ ହରାଇବି କି?keyboard_arrow_down
ମୁଁ କିପରି ପ୍ରମାଣିତ କରିବି ଯଦି ମୋର ଆଙ୍ଗୁଠି ଛାପଗୁଡିକ ନଷ୍ଟ ହୋଇଯାଇଥାଏ/ମୋର ଆଙ୍ଗୁଳି ନାହିଁ?keyboard_arrow_down
ମୁଁ OTP ପାଇଁ କିପରି ଅନୁରୋଧ କରିବି?keyboard_arrow_down