ଆଧାର କ’ଣ?

ଅନେକ ଭାରତୀୟ ଭାଷାରେ ଆଧାରର ଅର୍ଥ ହେଉଛି "ମୂଳଦୁଆ", ଯାହାକୁ ଏକ ବିଶେଷ ଶବ୍ଦ ଭାବେ UIDAI ଦ୍ଵାରା ବିଶିଷ୍ଟ ପରିଚୟ ସଂଖ୍ୟା ପାଇଁ ଜାରି କରାଯାଇଥାଏ |

କୌଣସି ବାସିନ୍ଦା ଆଉ ଏକ ସଂଖ୍ୟା ପ୍ରାପ୍ତ କରିପାରିବେ ନାହିଁ, ଯେହେତୁ ଏହା ସେମାନଙ୍କର ବାୟୋମେଟ୍ରିକ୍ ସହିତ ଲିଙ୍କ ଥିବ; ଯେଉଁଥିରୁ ନକଲି ଓ ମିଥ୍ୟା ପରିଚୟଗୁଡିକୁ ଚିହ୍ନଟ କରିହେବ, ଯାହା ଆଜିକାଲିର ବଡ ସମସ୍ୟା ଅଟେ | ଆଧାର ଭିତ୍ତିକ ପରିଚୟ ମାଧ୍ୟମରେ, ନକଲି ଓ ମିଥ୍ୟାବାଦୀମାନଙ୍କୁ ବାହାର କରି ସୁରକ୍ଷା ପ୍ରଦାନ ପୂର୍ବକ ସରକାରଙ୍କୁ ଅନ୍ୟ ଯୋଗ୍ୟ ବାସିନ୍ଦାମାନଙ୍କୁ ଅଧିକ ସୁବିଧା-ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ |