Terms & Conditions- od

ଏହି ୱେବସାଇଟ୍ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ଦ୍ୱାରା ଡିଜାଇନ୍ ଓ ବିକଶିତ କରାଯାଇଛି ଏବଂ ଏହାର ବିଷୟବସ୍ତୁ ମଧ୍ୟ ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଇଛି |

ଯଦିଓ ଏହି ୱେବସାଇଟର ସଟିକତା ଓ ବ୍ୟାପକତାକୁ ସୁନିଶ୍ଚିତ କରିବାର ସମସ୍ତ ପ୍ରୟାସ କରାଯାଇଛି, ତଥାପି ଏହାକୁ ଆଇନଗତ ବିବୃତି ଭାବରେ ବୁଝିବା କିମ୍ୱା ଆଇନଗତ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିବା ଅନୁଚିତ | କୌଣସି ପ୍ରକାରର ଅସ୍ପଷ୍ଟତା ଓ ସନ୍ଦେହ ‍ସ୍ଥିତିରେ, ବ୍ୟବହାରକର୍ତ୍ତାଙ୍କୁ ଏହା ପରାମର୍ଶ ଦିଆଯାଉଛି ଯେ, ସେମାନେ, ସମ୍ୱନ୍ଧିତ ବିଭାଗ ଓ/କିମ୍ୱା ସ୍ରୋତକୁ ଯାଞ୍ଚ କରି ସତ୍ୟାପିତ କରାଇନିଅନ୍ତୁ ଏବଂ ଉଚିତ ବ୍ୟାବସାୟିକ ପରାମର୍ଶ ପ୍ରାପ୍ତ କରନ୍ତୁ |

କୌଣସି ପରିସ୍ଥିତି ଅଧିନରେ, ଏହି ବିଭାଗ, କୌଣସି ଖର୍ଚ୍ଚ କିମ୍ୱା ‍କ୍ଷତି, ପ୍ରତ୍ୟକ୍ଷ କିମ୍ୱା ଅପ୍ରତ୍ୟକ୍ଷ ହାନି କିମ୍ୱା କ୍ଷତି ପାଇଁ ଉତ୍ତରଦାୟୀ ହେବନାହିଁ | ଏହି ୱେବସାଇଟ୍ ର ଡାଟାର ପ୍ରୟୋଗରୁ ହୋଇଥିବା କ୍ଷତି ଆଦି ପାଇଁ ମଧ୍ୟ ବିଭାଗ ଉତ୍ତରଦାୟୀ ହେବନାହିଁ |

ଏହି ନିୟମ ଓ ସର୍ତ୍ତାବଳୀକୁ ଭାରତର ଆଇନ ଅନୁସାରେ ନିୟନ୍ତ୍ରିତ ଓ ଗଠିତ କରାଯିବ | ଏହା ଅଧୀନରେ ଉତ୍ପନ୍ନ ବିବାଦ, ଭାରତୀୟ ନ୍ୟାୟାଳୟର ‍କ୍ଷେତ୍ରାଧିକାର ଅଧୀନରେ ହେବ |