ଆଧାର ସେବା
- ହଜିଯାଇଥିବା ଯୁଆଇଡି/ଇଆଇଡି ପୁନଃପ୍ରାପ୍ତ କରନ୍ତୁ
ହଜିଯାଇଥିବା ଯୁଆଇଡି/ଇଆଇଡି ପୁନଃପ୍ରାପ୍ତ କରନ୍ତୁ
Lost your Aadhaar number? Retrieve it here on your registered mobile.
- ଯଥାର୍ଥ ଆଇଡ଼ି (ଭିଆଇଡ଼ି) ଉତ୍ପାଦକ
VID ଉତ୍ପନ କରନ୍ତୁ
VID ଏକ ଅସ୍ଥାୟୀ, ବିଖଣ୍ଡନୀୟ ୧୬ ଅଙ୍କ ବିଶିଷ୍ଟ ଅନିୟମିତ ସଂଖ୍ୟା ଆଧାର ନମ୍ବର ସହିତ ମେଳ କରାଯାଏ। ପ୍ରାମାଣିକରଣ ବା ଇ-କେ ୱାଇ ସି ସେବା ସମୟରେ ଆଧାର ସଂଖ୍ୟା ବଦଳରେ ତାର ଉପଯୋଗ କରାଯାଇପାରେ। VID ରୁ ଆଧାର ସଂଖ୍ୟା ପ୍ରାପ୍ତ କରିବା ସମ୍ଭବପର ନୁହେଁ
- ଆଧାର ବିନା କାଗଜ ସ୍ଥାନୀୟ e KYC (Beta)
ଅଫଲାଇନ ଆଧାର ସତ୍ୟାପନ
ବୀନା ଦସ୍ତାବେଜ ଇ-କେ.ୱାଇ.ସି ଆଧାର ଏକ ସୁରକ୍ଷିତ ପ୍ରଚଳିତ ଦସ୍ତାବେଜ ଅଟେ, ଯାହାର ଉପଯୋଗ ପରିଚୟ ର ଅଫଲାଇନ ସତ୍ୟାପନ ପାଇଁ ଯେକୌଣସି ଆଧାର ନମ୍ବର ଧାରକ ଦ୍ଵାରା କରାଯାଇପାରିବ।
- ବାୟୋମେଟ୍ରିକ୍ସ ତଥ୍ୟକୁ ଲକ / ଅନଲାକ କରନ୍ତୁ
ନିଜର ବାୟୋମେଟ୍ରିକ୍ସ ଡାଟା କୁ ସୁରକ୍ଷିତ କରନ୍ତୁ
ଆଧାର ନମ୍ବର ଧାରକ ବାୟୋମେଟ୍ରିକ୍ସ ଡାଟାକୁ ଲକ କରି ସେମାନଙ୍କର ବାୟୋମେଟ୍ରିକ ପ୍ରାମାଣିକରଣ ତଥ୍ୟକୁ ସଂରକ୍ଷିତ ରଖିପାରିବେ
- ଆଧାର ପ୍ରମାଣୀକରଣର ଇତିବୃତ୍ତି
ପ୍ରମାଣୀକରଣ ଇତିବୃତ୍ତି
ପୂର୍ବବର୍ତ୍ତୀ 50 ଦେଣନେଣ ପ୍ରାମାଣିକରଣ ର ବିବରଣୀ ଦେଖିପାରିବେ
- ଏକ ଅଧାର ସଂଖ୍ୟା ଯାଞ୍ଚ କରନ୍ତୁ
ଆଧାର ଯାଞ୍ଚ' କରନ୍ତୁ
ଯଦି ଆଧାର ସଂଖ୍ୟା ବୈଧ ଅଟେ ଏବଂ ନିଷ୍କ୍ରିୟ ହୋଇନଥାଏ ତେବେ ଆଧାର ସଂଖ୍ୟା ଠିକ୍ ଅଛିକି ନାହିଁ ତାହା ପୁଷ୍ଟି କରାଯାଇପାରିବ
- ଇ ମେଲ /ମୋବଇଲ ନମ୍ବର ଯାଞ୍ଚ କରନ୍ତୁ
ପଞ୍ଜୀକୃତ ମୋବାଇଲ ବା ଇ-ମେଲ ଆଇଡି ଠିକ୍ ଅଛି କି ନାହିଁ ଦେଖନ୍ତୁ
ଆପଣ ଆପଣଙ୍କର ଆଧାର ପଂଜିକରଣ ଏବଂ ଅଦ୍ୟତନ ସମୟରେ ଦିଆଯାଇଥିବା ଇ- ମେଲ ଠିକଣା ଏବଂ ମୋବାଇଲ ନମ୍ବର କୁ ସତ୍ୟାପିତ କରିପାରିବେ