ଇକୋସିଷ୍ଟମ୍ସ
- ୟୁ.ଆଇ.ଡି.ଏ.ଆଇ ଇକୋସିଷ୍ଟମ୍ସ
UIDAI ଇକୋସିଷ୍ଟମ
ଆଧାର ଇକୋସିଷ୍ଟମ ଗୋଟିଏ ପରିପଥ ଯାହାକି UIDAI ସମର୍ଥିତ ଏଜେନସି ମାନଙ୍କୁ ପଞ୍ଜୀକରଣ ଏବଂ ଅଦ୍ୟତନ ପାଇଁ ବାନ୍ଧି ରଖିଥାଏ
- ପଞ୍ଜୀକରଣ ଓ ନବୀକରଣ ଇକୋସିଷ୍ଟମ୍
ପଞ୍ଜୀକରଣ ଇକୋସିଷ୍ଟମ
UIDAI କୁ ଆଧାର ପଞ୍ଜୀକରଣ ଏବଂ ଅଦ୍ୟତନ କରିବାରେ ସମର୍ଥନ କରୁଥିବା ସଂସ୍ଥାମାନ ପଞ୍ଜୀକରଣ ଇକୋସିଷ୍ଟମ ଗଠନ କରିଥାନ୍ତି
- ପଞ୍ଜୀକରଣ ଦସ୍ତାବିଜ୍
ପଞ୍ଜୀକରଣ ଦସ୍ତାବେଜ
ପଞ୍ଜୀକରଣ ଏବଂ ଅଦ୍ୟତନ ଇକୋସିଷ୍ଟମ ପାଇଁ ଉପଯୁକ୍ତ ସମର୍ଥକ ଦସ୍ତାବେଜ
- ପ୍ରମାଣୀକରଣ ଇକୋସିଷ୍ଟମ୍
ପ୍ରମାଣୀକରଣ ଇକୋସିଷ୍ଟମ୍
UIDAI ର ପ୍ରମାଣୀକରଣ ଇକୋସିଷ୍ଟମ ହେଉଛି ସେବା ସଂସ୍ଥା ଏବଂ ଅନୁରୋଧ ସଂସ୍ଥାର ଏକତ୍ର ସମ୍ମିଳନ ଯାହା ଯୋଗୁଁ ପ୍ରମାଣୀକରଣର ଗତିବିଧି ସୁବିଧା ସୁନିଶ୍ଚିତ ହୋଇଥାଏ
- ପ୍ରଶିକ୍ଷଣ, ପରୀକ୍ଷା ଓ ପ୍ରମାଣୀକରଣ ଇକୋସିଷ୍ଟମ୍
ପ୍ରଶିକ୍ଷଣ, ପରୀକ୍ଷଣ ଏବଂ ପ୍ରମାଣନ
UIDAI ପ୍ରଶିକ୍ଷଣ, ପରୀକ୍ଷଣ ଏବଂ ପ୍ରମାଣନ ପ୍ରକ୍ରିଯା ଦ୍ଵାରା ଏହା ସୁନିଶ୍ଚିତ କରାଯାଇ ପାରିବ କି ଯେ ବ୍ୟକ୍ତି ଜଣକ ସମସ୍ତ ଗୁଣବତ୍ତାର ମାନଦଣ୍ଡ ପାଳନ କରୁଛନ୍ତି
- ପ୍ରମାଣୀକରଣ ଯନ୍ତ୍ର ଓ ଦସ୍ତାବିଜ
ପ୍ରମାଣୀକରଣ ତଥ୍ୟ ଏବଂ ଉପକରଣ
ଉପକରଣ ମାନ ଯାହା ଆଧାର ଧାରକଙ୍କର ବ୍ୟକ୍ତିଗତ ବିବରଣୀ ସଂଗ୍ରହ କରେ ,ଏବଂ ପ୍ରମାଣୀକରଣ ପାଇଁ ପ୍ରସ୍ତୁତ କରି ସଞ୍ଚାରଣ କରିଥାଏ