ୟୁ.ଆଇ.ଡି.ଏ.ଆଇ ବିଷୟରେ
- ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ
ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଦ୍ୟୋଗିକି ମନ୍ତ୍ରଣାଳୟ ର ତତ୍ତ୍ଵାବଧାନରେ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ସରକାର ଦ୍ଵାରା ସ୍ଥାପିତ ଆଧାର ଅଧିନିୟମ 2016 ଆଇନ ଅନୁଯାୟୀ ଏକ ବୈଧାନିକ ପ୍ରାଧିକରଣ ଅଟେ
- କାନୁନି ଢାଞ୍ଚା
ନ୍ୟାୟିକ ଢାଞ୍ଚା
ଆଧାରର ବୈଧ ଅଧିନିୟମ, ନିୟମ ଏବଂ ବିନିମୟ ପଦ୍ଧତିର ବାସ୍ତବ କଥାକୁ ବୁଝିବା ଦରକାର। ଶେଷତମ ଅଧିସୂଚନା ଏବଂ ପରିପତ୍ର ସବୁକୁ ଜାଣନ୍ତୁ
- ୟୁ.ଆଇ.ଡି.ଏ.ଆଇ ସହିତ କାମ କରନ୍ତୁ
ଇକୋସିଷ୍ଟମର ଏକ ଅଂଶ ହୁଅନ୍ତୁ
ୟୁଆଇଡ଼ିଏଆଇ ଏହାର ଏକ ବିସ୍ତୃତ ଇକୋସିଷ୍ଟମରେ ଅଲଗା ଅଲଗା ପରିସ୍ଥିତିରେ ଅଂଶଗ୍ରହଣ ପାଇଁ ଅବସର ପ୍ରଦାନ କରିଥାଏ
- ସୂଚନା ଅଧିକାର
ସୂଚନା ଅଧିକାର
ସୂଚନା ଅଧିକାର ଅଧିନିୟମରେ ନାଗରିକମାନଙ୍କ ସାର୍ବଜନିକ ନିୟନ୍ତ୍ରଣରେ ଥିବା ସମସ୍ତ ବିବରଣୀକୁ ପ୍ରବେଶ କରିବାକୁ ଅନୁମତି ଦେଇଛି
- UIDAI ନାଗରିକମାନଙ୍କ ଅଧିକାର ପତ୍ର
UIDAI ନାଗରିକମାନଙ୍କ ଘୋଷଣା ପତ୍ର
UIDAI ନାଗିରକ ଘୋଷଣା ପତ୍ରରେ ବ୍ୟବସାୟ ବିଭାଗର ବିବରଣୀ ବିଭାଗ ଦ୍ୱାରା ଏହା ସୁନିଶ୍ଚିତ କରାଯାଇଛି କି ଆଧାର ସେବା ଭାରତରେ ବସବାସ କରୁଥିବା ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ଅଛି I
- ଆଧାର ଡ୍ୟାସବୋର୍ଡ
ଆଧାର ଡ୍ୟାସବୋର୍ଡ
ଆଧାର ଡ୍ୟାସବୋର୍ଡ ଗୋଟିଏ ଭିତ୍ତିଭୂମି ଯାହାକି ଗୋଟିଏ ନଜରରେ ଅନ୍ ଲାଇନ ପ୍ରକ୍ରିୟା ଯାହା ସାରା ଦେଶରେ ଆଧାର ପରିଯୋଜନା ମାଧ୍ୟମରେ ସଂଗୃହୀତ ହେଉଥିବା ଆଧାର ଉତ୍ପନ୍ନ , ତଥ୍ୟ ଅଦ୍ୟତନ, ପ୍ରମାଣୀକରଣ ଏବଂ ଇ-kyc ଭଳି କାର୍ଯ୍ୟକଳାପ କୁ ସୂଚିତ କରାଇଥାଏ