ଯଦି ଜଣେ ବାସିନ୍ଦା UIDAI ଦ୍ଵାରା ଅଗ୍ରାହ୍ୟ ହୁଅନ୍ତି ଏବଂ ଆଧାର ପ୍ରାପ୍ତ ନକରନ୍ତି, ତେବେ କ’ଣ କରିବେ?

ଅଗ୍ରାହ୍ୟ ହେବାର କାରଣ ସହିତ, ଅଗ୍ରାହ୍ୟ ହେବାପରେ ନେବାକୁ ଥିବା ସୋପାନ ସମ୍ବନ୍ଧରେ ବାସିନ୍ଦା ଓ ରେଜିଷ୍ଟ୍ରାରଙ୍କୁ ଅବଗତ କରାଯାଇଥାଏ |