ଆଧାର ପତ୍ର ବିଭାଗ – ଯଦି ଜଣେ ବାସିନ୍ଦା ନିଜ ଆଧାରକୁ ଅଜଣା ଜାଗାରେ ରଖିଦିଅନ୍ତି/ନିଜ ଆଧାରକୁ ଭୁଲିଯା’ନ୍ତି ତେବେ କ’ଣ କରିବେ?

ବାସିନ୍ଦା, ଯୋଗାଯୋଗ କେନ୍ଦ୍ରକୁ ପଞ୍ଜୀକରଣ ସଂଖ୍ୟା ସହିତ, ସମ୍ପର୍କ କରିପାରିବେ(ଫୋନ୍/ପୋର୍ଟାଲ୍/ଇମେଲ୍ ମାଧ୍ୟମରେ) ଏବଂ ଆଧାରକୁ ଧାରଣ କରିଥିବା ଗୋଟିଏ ନୂତନ ପତ୍ର ପ୍ରେରଣ କରିବା ପାଇଁ ଅନୁରୋଧ କରିପାରିବେ |