ଯଦି ବାସିନ୍ଦା ଅଜଣା ଜାଗାରେ ନିଜର ଆଧାର ସଂଖ୍ୟାକୁ ରଖିଦେଇଥାନ୍ତି, ତେବେ କ’ଣ କରିବେ?

a) ଆଧାର ସେବାକୁ ବ୍ୟବହାର କରି, ବାସିନ୍ଦା ନିଜର ଆଧାର ସଂଖ୍ୟାକୁ ପ୍ରାପ୍ତ କରିପାରିବେ - Retrieve Lost UID/EID

b) ବାସିନ୍ଦା, 1947କୁ କଲ୍ କରିପାରିବେ, ଯେଉଁଠି ଆମ ଯୋଗାଯୋଗ କେନ୍ଦ୍ର ଅଧିକାରୀ ତାଙ୍କୁ EID ସଂଖ୍ୟା ପ୍ରାପ୍ତ କରିବାରେ ସାହାଯ୍ୟ କରିବେ | ବାସିନ୍ଦା ରେସିଡେଣ୍ଟ ପୋର୍ଟାଲରୁ ଏହି EIDକୁ ବ୍ୟବହାର କରି ନିଜର ଆଧାରକୁ ଡାଉନଲୋଡ୍ କରିପାରିବେ - eAadhaar

d) ବାସିନ୍ଦା 1947କୁ କଲ୍ କରି IVRS ଦ୍ଵାରା EID ସଂଖ୍ୟାରୁ ନିଜର ଆଧାର ସଂଖ୍ୟାକୁ ପ୍ରାପ୍ତ କରିପାରିବେ |