ଯଦି ବାସିନ୍ଦା ଆଧାର ପତ୍ର ପ୍ରାପ୍ତ ନକରନ୍ତି, ତେବେ କ’ଣ କରିବେ?

ଯଦି ବାସିନ୍ଦା ଆଧାର ପତ୍ର ପ୍ରାପ୍ତ ନକରନ୍ତି, ତେବେ ନିଜର ପଞ୍ଜୀକରଣ ସଂଖ୍ୟା ସହିତ UIDAIର ଯୋଗାଯୋଗ କେନ୍ଦ୍ରକୁ ସମ୍ପର୍କ କରନ୍ତୁ କିମ୍ବା ନିମ୍ନ ଲିଙ୍କକୁ ଯାଇ ନିଜ ଆଧାରର ଅବସ୍ଥିତିକୁ ଯାଞ୍ଚ କରନ୍ତୁ, https://resident.uidai.gov.in/check-aadhaar