ଯଦି ଆଧାର ପଞ୍ଜୀକରଣ ଚିରିକୁଟିରେ ତୃଟି/ଅନ୍ୟ ଜନସାଂଖିକୀୟ ତୃଟି ଥିବ(୯୬ ଘଣ୍ଟା ସଂଶୋଧନ ୱିଣ୍ଡୋ)ତେବେ ବାସିନ୍ଦା କ’ଣ କରିବେ?

ବାସିନ୍ଦାଙ୍କ ପଞ୍ଜୀକରଣ ତଥ୍ୟ ପ୍ରବେଶ କରାଯାଉଥିବା ସମୟରେ ଏହିଭଳି ତୃଟିଗୁଡିକୁ ଦେଖିପାରିବା ସହିତ ସଂଶୋଧନ କରିବା ପାଇଁ ଗୋଟିଏ ସୁଯୋଗ ପ୍ରାପ୍ତ କରନ୍ତି | ପଞ୍ଜୀକରଣ ଆବେଦନ ପ୍ରକ୍ରିୟା ସମାପନ ହେବା ଏବଂ ପଞ୍ଜୀକରଣ ସ୍ଵୀକୃତିପ୍ରାପ୍ତ ମୁଦ୍ରିତ ହେବା ପୂର୍ବରୁ ଆଉ ଏକ ସୁଯୋଗ ପ୍ରଦାନ କରାଯାଇଥାଏ | ଏହି ଉଭୟ ସୁଯୋଗ ହରାଇବା କ୍ଷେତ୍ରରେ, ବାସିନ୍ଦା ନାମାନଙ୍କନ ହେବାର ୯୬ ଘଣ୍ଟା ମଧ୍ୟରେ ପଞ୍ଜୀକରଣ କେନ୍ଦ୍ରକୁ ନିଜର ପ୍ରାସଙ୍ଗିକ ଦସ୍ତାବିଜଗୁଡିକ ଓ ପଞ୍ଜୀକରଣ ଚିରିକୁଟି ସହିତ ଯାଇ, ନିଜର ନାମ ଠିକଣାକୁ ସଂଶୋଧନ କରିପାରିବେ |