ମୁଁ ବହୁ ପୂର୍ବରୁ ଆଧାର ପାଇଁ ଆବେଦନ କରିଥିଲି, କିନ୍ତୁ ତାହା ପ୍ରାପ୍ତ ନକରିବାରୁ ପୁନଃ ଆବେଦନ କଲି | କେବେ ମୁଁ ମୋର ଆଧାର ପ୍ରାପ୍ତ କରିବି?

ଯଦି ପ୍ରଥମ ପଞ୍ଜୀକରଣରେ ଆପଣଙ୍କର ଆଧାର ସୃଷ୍ଟି କରାଯାଇଥିବ, ତେବେ ପୁନଃ ପଞ୍ଜୀକରଣର ପ୍ରତ୍ୟେକ ଚେଷ୍ଟାକୁ ଅଗ୍ରାହ୍ୟ କରିଦିଆଯିବ | ପୁନଃ ଆବେଦନ କରନ୍ତୁ ନାହିଁ | ଆପଣଙ୍କ ଆଧାରକୁ ପୁନରୁଦ୍ଧାର କରିପାରିବେ :

(a) ଅନଲାଇନରେ, https://resident.uidai.gov.in/lost-uideid କୁ ବ୍ୟବହାର କରନ୍ତୁ(ଯଦି ଆପଣଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବର୍ ଥାଏ)

(b) ସ୍ଥାୟୀ ପଞ୍ଜୀକରଣ କେନ୍ଦ୍ରକୁ ଯା’ନ୍ତୁ

(c) 1947କୁ କଲ୍ କରନ୍ତୁ