UIDAIରେ ଥିବା ଅଭିଯୋଗ ଦୁରୀକରଣ ଚ୍ୟାନେଲଗୁଡିକ କ’ଣ?

ଆଧାର ପଞ୍ଜୀକରଣ, ନବୀକରଣ ଓ ଅନ୍ୟାନ୍ୟ ସେବା ସମ୍ପର୍କୀତ ଅଭିଯୋଗ ଓ କ୍ଵେରୀଗୁଡିକୁ ପରିଚାଳନା କରିବା ପାଇଁ UIDAI ଗୋଟିଏ ଯୋଗାଯୋଗ କେନ୍ଦ୍ରକୁ ସ୍ଥାପନ କରିଛି | ପଞ୍ଜୀକରଣ କେନ୍ଦ୍ରରେ ପଞ୍ଜୀକରଣ ଅପରେଟର୍ ବାସିନ୍ଦାଙ୍କୁ ପଞ୍ଜୀକରଣ ପରେ ଗୋଟିଏ ମୁଦ୍ରିତ ସ୍ଵୀକୃତିପ୍ରାପ୍ତ ପ୍ରଦାନ କରନ୍ତି ଯେଉଁଥିରେ EID(ପଞ୍ଜୀକରଣ ସଂଖ୍ୟ) ଥାଏ | EIDର ବ୍ୟବହାର ଦ୍ଵାରା ବାସିନ୍ଦା ନିମ୍ନଲିଖିତ ମାଧ୍ୟମରେ UIDAI ଯୋଗାଯୋଗ କେନ୍ଦ୍ର ସହିତ ସମ୍ପର୍କ କରିପାରିବେ |
  • ଯୋଗାଯୋଗ କେନ୍ଦ୍ର ବିବରଣୀ
    • ଭାଷା – 1947
    • ଇମେଲ୍ - This email address is being protected from spambots. You need JavaScript enabled to view it.
  • ବାସିନ୍ଦାଙ୍କ ପୋର୍ଟାଲ୍ File a Complaint

ଉପରୋକ୍ତ ସହିତ, ନିମ୍ନଲିଖିତ ମାଧ୍ୟମରେ ଅଭିଯୋଗକୁ ଉପସ୍ଥାପନ କରାଯାଇପାରିବ:

  • ଡାକ ଦ୍ଵାରା: ଅଭିଯୋଗଗୁଡିକୁ UIDAI HQ ଓ ROଗୁଡିକରେ ଡାକ/ହାର୍ଡନକଲ ମାଧ୍ୟମରେ ଉପସ୍ଥାପନ କରିପାରିବେ | ଅଭିଯୋଗଗୁଡିକୁ ପରୀକ୍ଷା କରାଯିବ ଏବଂ ତା’ପରେ ସହାୟକ ମହାନିର୍ଦ୍ଦେଶକ ଯିଏ UIDAIରେ ଜନ ଅଭିଯୋଗ ଅଧିକାରୀଙ୍କ ଅନୁମୋଦନ ପରେ ସମ୍ପର୍କୀତ ଆଞ୍ଚଳିକ କାର୍ଯ୍ୟାଳୟ/HQରେ ଥିବା ସମ୍ପର୍କୀତ ବିଭାଗକୁ ପ୍ରେରଣ କରାଯିବ | ସମ୍ପର୍କୀତ ଆଞ୍ଚଳିକ କାର୍ଯ୍ୟାଳୟ/ସମ୍ପର୍କୀତ ବିଭାଗ UIDAI, HQର ଅଭିଯୋଗ କକ୍ଷକୁ ଜଣାଇବା ସହ ଅଭିଯୋଗକାରୀଙ୍କୁ ସିଧାସଳଖ ଉତ୍ତର ଦେବା ପରେ ଅଭିଯୋଗକୁ ନଷ୍ଟ କରନ୍ତି | ଆବଶ୍ୟକ ସ୍ଥଳେ ସମ୍ପର୍କୀତ ଆଞ୍ଚଳିକ କାର୍ଯ୍ୟାଳୟ/ HQରେ ଥିବା ସମ୍ପର୍କୀତ ବିଭାଗ ଦ୍ଵାରା ମଧ୍ୟକାଳୀନ ଉତ୍ତର ପ୍ରଦାନ କରାଯାଏ |
  • ଭାରତ ସରକାରଙ୍କର ଜନ ଅଭିଯୋଗ ପୋର୍ଟାଲ୍ ମାଧ୍ୟମରେ: ଅଭିଯୋଗଗୁଡିକ PG ପୋର୍ଟାଲ୍ ମାଧ୍ୟମରେ pgportal.gov.in UIDAIରେ ଉପସ୍ଥାପନ କରାଯାଇପାରେ

    ଅଭିଯୋଗଗୁଡିକୁ ପରୀକ୍ଷା କରାଯାଏ ଏବଂ ତା’ପରେ ସହାୟକ ମହାନିର୍ଦ୍ଦେଶକ ଯିଏ UIDAIରେ ଜନ ଅଭିଯୋଗ ଅଧିକାରୀଙ୍କ ଅନୁମୋଦନ ପରେ ସମ୍ପର୍କୀତ ଆଞ୍ଚଳିକ କାର୍ଯ୍ୟାଳୟ/HQରେ ଥିବା ସମ୍ପର୍କୀତ ବିଭାଗକୁ ଅନଲାଇନରେ ପ୍ରେରଣ କରାଯାଏ | ସମ୍ପର୍କୀତ ଆଞ୍ଚଳିକ କାର୍ଯ୍ୟାଳୟ/ସମ୍ପର୍କୀତ ବିଭାଗ ଅନଲାଇନରେ ଅଭିଯୋଗକୁ ନଷ୍ଟ କରନ୍ତି | ଆବଶ୍ୟକ ସ୍ଥଳେ ସମ୍ପର୍କୀତ ଆଞ୍ଚଳିକ କାର୍ଯ୍ୟାଳୟ/ HQରେ ଥିବା ସମ୍ପର୍କୀତ ବିଭାଗ ଦ୍ଵାରା ମଧ୍ୟକାଳୀନ ଉତ୍ତର ପ୍ରଦାନ କରାଯାଏ |