ମୋର PAN ଓ ଆଧାରରେ ଥିବା ଜନ୍ମ ତାରିଖ ମେଳ ହେଉନାହିଁ | ସେମାନଙ୍କୁ ଲିଙ୍କ କରିହେଉ ନାହିଁ | ଦୟାକରି ସାହାଯ୍ୟ କରନ୍ତୁ |

ଉଭୟଙ୍କୁ ଲିଙ୍କ କରିବା ପାଇଁ ଆପଣଙ୍କୁ ଆଧାର କିମ୍ବା PANରେ ଜନ୍ମ ତାରିଖକୁ ସଂଶୋଧନ କରିବାକୁ ହେବ,ଏହାପରେ ମଧ୍ୟ ଯଦି ଲିଙ୍କିଙ୍ଗ ସମସ୍ୟା ରୁହେ ତେବେ ଆୟକର ବିଭାଗକୁ ଯୋଗାଯୋଗ କରିବାକୁ ଅନୁରୋଧ |