UID ତଥ୍ୟଭଣ୍ଡାର(ଡେଟାବେସ)କୁ କେଉଁମାନଙ୍କର ଆକ୍ସେସ୍ ଅଛି? ତଥ୍ୟଭଣ୍ଡାର(ଡେଟାବେସ)ର ସୁରକ୍ଷାକୁ କିପରି ସୁନିଶ୍ଚିତ କରାଯାଇଥାଏ?

  • ବାସିନ୍ଦା ଯେଉଁମାନଙ୍କର ଆଧାର ସଂଖ୍ୟା ଅଛି, ସେମାନେ UID ତଥ୍ୟଭଣ୍ଡାର(ଡେଟାବେସ)ରେ ଗଚ୍ଛିତ ଥିବା ନିଜର ତଥ୍ୟଗୁଡିକୁ ଆକ୍ସେସ୍ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥା’ନ୍ତି |
  • ତଥ୍ୟଭଣ୍ଡାର(ଡେଟାବେସ) ଆକ୍ସେସକୁ ସୀମିତ କରିବା ପାଇଁ, CIDRର କାର୍ଯ୍ୟଧାରାଗୁଡିକ ଦୃଢ ଆକ୍ସେସ୍ ପ୍ରୋଟୋକୋଲଗୁଡିକୁ ଅନୁସରଣ କରିଥାଏ |
  • ହ୍ୟାକିଙ୍ଗ ଓ ଅନ୍ୟ ପ୍ରକାରର ସାଇବରଆଟାକଗୁଡିକ ବିପକ୍ଷରେ ତଥ୍ୟଭଣ୍ଡାର(ଡେଟାବେସ) ନିଜକୁ ନିଜେ ସୁରକ୍ଷିତ ରଖିଥାଏ |