ଏମ୍-ଆଧାର ବା ମୋବାଇଲ୍ ଆଧାର ଆପ୍ଲିକେସନ ଓଟିପିକୁ ଆପେଆପେ ପଢିପାରୁନାହିଁ ।

ଏମ୍-ଆଧାର ଆପ୍ କୁ ଫୋନ୍ରେ ଇନଷ୍ଟଲ କଲାବେଳେ ସମସ୍ତ ଅନୁମତିକୁ (ଆପ୍ଲିକେସନକୁ ଏସ୍.ଏମ୍.ଏସ୍. ପଢିବା ପାଇଁ ଅନୁମତି ଅଛି) ଚୟନ କରିନିଅନ୍ତୁ ।

କିମ୍ବା,

  • (କ) ଫୋନର ସେଟିଂକୁ ଯାଆନ୍ତୁ
  • (ଖ) ପର୍ମିସନ କଣ୍ଟ୍ରୋଲ ବା ଅନୁମତି ନିୟନ୍ତ୍ରଣକୁ ଯାଆନ୍ତୁ
  • (ଗ) ଆପକୁ (APPS)କୁ ଯାଆନ୍ତୁ
  • (ଘ) mAadhaar ଆପକୁ ଯାଆନ୍ତୁ
  • (ଙ) ଏସ୍.ଏମ୍.ଏସ୍. ପଢ଼ିବାକୁ ଅନୁମତି ଦିଅନ୍ତୁ