ଜଣେ ବାସିନ୍ଦା ଏମ୍-ଆଧାର (mAadhaar) ଆପ୍ ରେ କେମିତି ପ୍ରୋଫାଇଲ୍ ତିଆରି କରିପାରିବେ?

  • (କ) ୧୨ ଅଙ୍କ ବିଶିଷ୍ଟ ଆଧାର ସଂଖ୍ୟା ଦିଅନ୍ତୁ ବା ଆପଣଙ୍କ ଆଧାର କାର୍ଡକୁ ସ୍କାନ କରନ୍ତୁ
  • (ଖ) ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ମୋବାଇଲରେ ଇଣ୍ଟରନେଟ ସକ୍ରିୟ ହୋଇ ରହିଛି ଏବଂ ଆପଣ ଯେଉଁ ମୋବାଇଲ ନମ୍ବର ବ୍ୟବହାର କରୁଛନ୍ତି ସେହି ନମ୍ବର ୟୁ.ଆଇ.ଡି.ଏ.ଆଇ.ରେ ବି ଆପଣଙ୍କ ଫୋନନମ୍ବର ବୋଲି ପଞ୍ଜିକୃତ ହୋଇଛି ।
  • (ଗ) ସମସ୍ତ ଆବଶ୍ୟକୀୟ ସୂଚନା ଦେଇସାରିବା ପରେ ସ୍କ୍ରିନର ସବା ତଳେ ଥିବା ଯାଞ୍ଚ ବା ''Verify' ବଟନ୍ ଦବାନ୍ତୁ । 'Verify' ବଟନ୍ ଦାବିବା ପରେ ସେହି ସ୍କ୍ରିନ୍ରେ ବଜାୟ ରହନ୍ତୁ, ତହିଁରୁ ଅନ୍ୟ ଆଡକୁ ଯାଆନ୍ତୁ ନାହିଁ ।
  • (ଘ) ଯଦି ଆପଣ ଦେଇଥିବା ସମସ୍ତ ତଥ୍ୟ ଠିକ୍ ଥାଏ ତେବେ ଆପ୍ଲିକେସନକୁ ଏକ ଓଟିପି ଆସିବ ଏବଂ ସେହି ଆପ୍ଲିକେସନ ଆପେଆପେ ଓଟିପିକୁ ପଢିନେବ ।