ବାସିନ୍ଦା କେମିତି ପ୍ରୋଫାଇଲ ଦେଖି ପାରିବେ?

ନିମ୍ନ ଉପାୟରେ ବାସିନ୍ଦା ପ୍ରୋଫାଇଲ ଦେଖିପାରିବେ:

  • (କ) ଆପର ହୋମ୍ ବା ମୂଖ୍ୟ ପୃଷ୍ଠାରେ ଥିବା ଆପଣଙ୍କ ପ୍ରୋଫାଇଲକୁ କ୍ଲିକ କରନ୍ତୁ ।
  • (ଖ) ପ୍ରୋଫାଇଲ ପାସୱାର୍ଡ ପ୍ରଦାନ କରି ନିଜକୁ ପ୍ରମାଣିତ କରନ୍ତୁ
  • (ଗ) ପ୍ରୋଫାଇଲ ସ୍କ୍ରିନକୁ ଉପରତଳ କରି ଆପଣଙ୍କ ଠିକଣା ଦେଖନ୍ତୁ