ପାସୱାର୍ଡ କେମିତି ବଦଳାଇବେ?

  • (କ) ମୂଳ ସ୍କ୍ରିନରେ ଥିବା ଟପ୍ ମେନୁରୁ ରିସେଟ୍ ପାସୱାର୍ଡ(Reset Password)କୁ ଚୟନ କରନ୍ତୁ
  • (ଖ) ସମସ୍ତ ଆବଶ୍ୟକୀୟ କ୍ଷେତ୍ର ପୂରଣ କରିବା ପରେ ସ୍କ୍ରିନର ତଳେ ଥିବା ରିସେଟ୍ ପାସୱାର୍ଡ(Reset Password)କୁ କ୍ଲିକ କରନ୍ତୁ
  • (ଗ) ରିସେଟ କରିବା ପାଇଁ ନୂଆ ପାସୱାର୍ଡ ଦିଅନ୍ତୁ