ଆପ୍ ଖୋଲିବା ବେଳେ ବାରମ୍ବାର ନିଜ ପାସୱାର୍ଡ ଭରିବା ପ୍ରକ୍ରିୟାକୁ କେମିତି ଏଡାଇ ପାରିବେ?

  • (କ) ବାମ ପଟର ସବା ଉପର କୋଣରେ ଥିବା ଡ୍ରପ୍-ଡାଉନ୍ ମେନୁକୁ ଚୟନ କରନ୍ତୁ ।
  • (ଖ) ସେଟିଂକୁ ଯାଆନ୍ତୁ ।
  • (ଗ) ପ୍ରତି ଥର ପାସୱାର୍ଡ ଦରକାର (Ask password for every time)କ୍ଷେତ୍ରରେ ଥିବା ଚେକ୍ ବକ୍ସକୁ ଅନ୍-ଚେକ୍ କରନ୍ତୁ ବା ତହିଁରେ ଦିଶୁଥିବା ଟିକ୍ ଚିହ୍ନରେ କ୍ଲିକ କରି ତାହାକୁ ହଟାଇ ଦିଅନ୍ତୁ ।