ଏମ୍-ଆଧାର (mAadhar) ଆପ ଅଫଲାଇନ ବା ଇଣ୍ଟରନେଟ୍ ନଥିବା ବେଳେ କାମ କରେ କି?

ଏମ୍-ଆଧାର ଆପ ୟୁ.ଆଇ.ଡି.ଏ.ଆଇ. ସହ ଯୋଡି ହେବା ପାଇଁ ତଥା ତହିଁରୁ ତଥ୍ୟ ଡାଉନଲୋଡ୍ କରିବା ପାଇଁ ଇଣ୍ଟରନେଟ ସଂଯୋଗ ଆବଶ୍ୟକ କରେ । ତେଣୁ ଆପଣଙ୍କ ଫୋନରେ ଇଣ୍ଟରନେଟ ସଂଯୋଗ ନିଶ୍ଚିତ କରନ୍ତୁ ।