ପଞ୍ଜିକୃତ ହୋଇ ନଥିବା ମୋବାଇଲରେ କେଉଁଠି ଓଟିପି ଦିଆଯିବ ଓ ମିଳିବ?

ଏମ୍-ଆଧାର (mAadhaar)ର କୌଣସିଠାରେ ନିଜେ ଓଟିପି ଭରିବା ପାଇଁ ବ୍ୟବସ୍ଥା ନାହିଁ । ସୁରକ୍ଷା ଦୃଷ୍ଟିରୁ ଏମିତି କରାଯାଇଛି । ଯଦି ଏସ୍.ଏମ୍.ଏସ୍. ଆସିବାର ଥାଏ, ଆପଣ ଦୟାକରି ଆପ୍ଲିକେସନରୁ ଅଲଗା ଆଡକୁ ଯାଆନ୍ତୁ ନାହିଁ । ଓଟିପି ଆସିବା ମାତ୍ରେ ଆଧାର ଆପେଆପେ ତାହାକୁ ପଢିନେବ ।