ଇ-କେୱାଇସି (e-KYC)କଣ? e-KYCର ବ୍ୟବହାର କଣ?

ଇଲେକ୍ଟ୍ରୋନିକ ନୋ ୟୋର କଷ୍ଟମର/କ୍ଲାଇଣ୍ଟ ବା ବିନା କାଗଜପତ୍ରରେ ଇଲେକ୍ଟ୍ରୋନିକ ସ୍ୱରୂପରେ ଗ୍ରାହକ ବା ବାସିନ୍ଦାଙ୍କୁ ଜାଣିବାକୁ ସଂକ୍ଷେପରେ ଇ-କେୱାଇସି କୁହାଯାଏ । ଏହାକୁ ବ୍ୟାଙ୍କ ଭଳି ସଂସ୍ଥା ବାସିନ୍ଦାଙ୍କ ପ୍ରମାଣୀକରଣ ପାଇଁ ବ୍ୟବହାର କରନ୍ତି । ଆଧାର ବାସିନ୍ଦାଙ୍କୁ ନିଜ ପରିଚୟକୁ ଇଲେକ୍ଟ୍ରୋନିକ ସ୍ୱରୂପରେ ଏକ ପ୍ରମାଣ ଭାବେ ଦେଖାଇବା ପାଇଁ ସୁଯୋଗ ପ୍ରଦାନ କରେ? ଏହା ଆଧାର କାର୍ଡର ଜେରକ୍ସ ବା ପ୍ରତିଲିପି ଭଳି ସମାନ ଭାବରେ ବୈଧ ଅଟେ ।