ଇ-କେୱାଇସି (eKYC)କୁ କେମିତି ଶେୟାର କରିହେବ ବା ଅନ୍ୟତ୍ର ପଠାଇ ହେବ?

  • (କ) ଆପଣଙ୍କ ପ୍ରୋଫାଇଲ ଖୋଲନ୍ତୁ ।
  • (ଖ) ଡାହାଣ ପଟ ସବା ଉପର କୋଣରେ କ୍ଲିକ କରନ୍ତୁ ।
  • (ଗ) ‘Share eKYC’କୁ ଚୟନ କରନ୍ତୁ/ଟ୍ୟାପ କରନ୍ତୁ । ଏହାପରେ ଏକ ପପ୍-ଅପ୍ ଆସିବ । ସେଠି ପୁଣିଥରେ ପାସୱାର୍ଡ ପ୍ରଦାନ କରନ୍ତୁ ।
  • (ଘ) ଜି-ମେଲ, ବ୍ଲୁଟୁଥ, ଶେୟାରଇଟ୍, ସ୍କାଇପ ଆଦି ଉପଲବ୍ଧ ବିକଳ୍ପ ମଧ୍ୟରୁ ଯାହା ଆପଣ ଚାହାନ୍ତି ତାହା ଚୟନ କରନ୍ତୁ ।