ଟି.ଓ.ଟି.ପି. କ’ଣ? ଆଧାର କାର୍ଡଧାରୀଙ୍କ ପାଇଁ କେମିତି ଟି.ଓ.ଟି.ପି. ବ୍ୟବହାର କରାଯାଇପାରିବ?

ଟି.ଓ.ଟି.ପି. ବା ସମୟ ଆଧାରିତ ଥରକିଆ ପାସୱାର୍ଡ ଆପେଆପେ ଜାରି ହେଉଥିବା ଥରକିଆ ପାସୱାର୍ଡ ଯାହାକୁ ଏସ୍.ଏମ୍.ଏସ୍. ଆଧାରିତ ଓଟିପି ବଦଳରେ ବ୍ୟବହାର କରାଯାଇପାରିବ ।