ବାସିନ୍ଦା ତାଙ୍କ ବାୟୋମେଟ୍ରିକ ତଥ୍ୟକୁ କେମିତି ଲକ୍ କରି ପାରିବେ?

  • (କ) ଆପଣଙ୍କ ପ୍ରୋଫାଇଲ ଖୋଲନ୍ତ ।
  • (ଖ) ଡାହାଣ ପଟ ଉପର କୋଣରେ କ୍ଲିକ କରନ୍ତୁ ।
  • (ଗ) ବାୟୋମେଟ୍ରିକ ସେଟିଙ୍ଗସକୁ ଚୟନ କରନ୍ତୁ ।
  • (ଘ) ବାୟୋମେଟ୍ରିକ ଲକ୍ କରିବା ପାଇଁ ଆପଣଙ୍କ ଭିନ୍ନ ଅନ୍ୟକାହାକୁ ତାହା ଦେଖିବା ମନା କରିବା ପାଇଁ ‘ଇନାବଲ୍ ବାୟୋମେଟ୍ରିକ ଲକ୍’ (Enable Biometric Lock) ବକ୍ସକୁ ଚେକ୍ ବା ଚୟନ କରନ୍ତୁ ।
  • (ଙ) ଆପଣଙ୍କ ଚୟନକୁ ସେଭ କରିବା ପାଇଁ ବା ଯାହା ଚୟନ କଲେ ତାହା ବଜାୟ ରଖିବା ପାଇଁ ଡାହାଣପଟ ସବା ଉପର କୋଣରେ ଟିକ୍ ମାର୍କ ଉପରେ କ୍ଲିକ କରନ୍ତୁ ।
  • (ଚ) ଏକ ଓଟିପି ଆସିବ ଓ ତାହା ଆପେଆପେ ପୂରଣ ହୋଇଯିବ ଏବଂ ତାହା ସହିତ ବାୟୋମେଟ୍ରିକ ତଥ୍ୟ ଲକ୍ ହୋଇଯିବ ।
  • (ଛ) ଆପଣ ତାହାକୁ ଅନ୍-ଲକ୍ ନ କରିବା ବା ନ ଖୋଲିବା ପର୍ଯ୍ୟନ୍ତ ତାହା ଲକ୍ ହୋଇ ରହିବ ।