କ୍ୟୁଆର୍-କୋଡ(QR-Code)କୁ କେମିତି ଶେୟାର କରାଯାଏ ବା ଅନ୍ୟକୁ ପଠାଯାଏ?

  • (କ) ଆପଣଙ୍କ ପ୍ରୋଫାଇଲ ଖୋଲ ନ୍ତୁ ।
  • (ଖ) ଡାହାଣ ପଟ ଉପର କୋଣରେ କ୍ଲିକ କରନ୍ତୁ ।
  • (ଗ) ‘ସୋ କ୍ୟୁଆର୍-କୋଦ (Show QR-Code)କୁ ଚୟନ କରନ୍ତୁ ।
  • (ଘ) ଯଦି ପ୍ରୋଫାଇଲଟି ପାସୱାର୍ଡ ଦ୍ୱାରା ସୁରକ୍ଷିତ ଥାଏ ତେବେ ପାସୱାର୍ଡକୁ ଆଉ ଥରେ ପ୍ରଦାନ କରିବା ପାଇଁ ଏକ ପପ୍-ଅପ୍ ଆସିବ ।
  • (ଙ) କ୍ୟୁଆର୍-କୋଡ୍ ଦୃଶ୍ୟମାନ ହେବ ।
  • (ଚ) ସେଠାରେ ଶେୟାର କରିବା ବା ଅନ୍ୟକୁ ପଠାଇବା ପାଇଁ ଥିବା ବିଭିନ୍ନ ବିକଳ୍ପ ମଧ୍ୟରୁ ଗୋଟିଏକୁ ଚୟନ କରନ୍ତୁ ।