ସେହି ପଞ୍ଜିକୃତ ନମ୍ବର ଥାଇ ମଧ୍ୟ ମୁଁ ଯେତେବେଳେ ଅନ୍ୟ ଏକ ନୂଆ ଫୋନ ବ୍ୟବହାର କରେ ସେତେବେଳେ ଏମ୍-ଆଧାର(mAadhaar)ରେ ଥିବା ମୋ ପ୍ରୋଫାଇଲ୍ କାହିଁକି ଇନଆକ୍ଟିଭ ବା ନିଷ୍କ୍ରିୟ ହୋଇଯାଏ?

ଗୋଟିଏ ଆଧାର ପ୍ରୋଫାଇଲ କୌଣସି ଏକ ସମୟରେ କେବଳ ଗୋଟିଏ ମୋବାଇଲ ଫୋନରେ ହିଁ ସକ୍ରିୟ ରହିପାରିବ । ଯଦି ଆପଣ ସେହି ଏକା ସିମକୁ ଅନ୍ୟ ଏକ ଫୋନରେ ବ୍ୟବହାର କରି ତହିଁରେ ପ୍ରୋଫାଇଲ ତିଆରି କରନ୍ତି ତେବେ ପୂର୍ବର ଫୋନକୁ ଯେତେବେଳେ ବି କୌଣସି କାମ ପାଇଁ ବ୍ୟବହାର କରାଯିବ ସେତେବେଳେ ପୁରୁଣା ଫୋନରେ ଥିବା ପ୍ରୋଫାଇଲ ନିଷ୍କ୍ରିୟ ହୋଇଯିବ ଏବଂ ପୁରୁଣା ଫୋନରୁ ତାହା ଡିଲିଟ୍ ହୋଇଯିବ ।