ରୁଟେଡ୍ ଫୋନ ବା ଉପକରଣ କାହାକୁ କୁହାଯାଏ?

‘ରୁଟିଙ୍ଗ’ ହେଉଛି ସେହି ପ୍ରକ୍ରିୟା ଯାହା ଆଣ୍ଡ୍ରୋୟଡ ମୋବାଇଲ ଅପରେଟିଙ୍ଗ ସିଷ୍ଟମ ବ୍ୟବହାର କରୁଥିବା କୌଣସି ସ୍ମାର୍ଟ ଫୋନ, ଟାବଲେଟ ବା ଅନ୍ୟ ଉପକରଣର ବ୍ୟବହାରକାରୀଙ୍କୁ ବିଭିନ୍ନ ଆଣ୍ଡ୍ରୋୟଡ୍ ସବ୍-ସିଷ୍ଟମ ଉପରେ ନିୟନ୍ତ୍ରଣ ପାଇଁ ଏକ ବିଶେଷାଧିକାର ପ୍ରଦାନ କରିଥାଏ ।