ତଥ୍ୟଭଣ୍ଡାର(ଡେଟାବେସ)ରେ ପିଲାମାନଙ୍କୁ କିପରି ଗ୍ରହଣ କରାଯାଇପାରିବ?

5 ବର୍ଷରୁ କମ୍ ବୟସର ପିଲାମାନଙ୍କର ବାୟୋମେଟ୍ରିକ୍ ଗ୍ରହଣ କରାଯିବ ନାହିଁ | ମାତାପିତାଙ୍କ UID ସହିତ ଲିଙ୍କ କରି ସେମାନଙ୍କ ଜନସାଂଖିକ ଓ ମୁହଁର ଫୋଟୋଗ୍ରାଫକୁ ଆଧାର କରି UID କାର୍ଯ୍ୟକାରୀ ହେବ | ଏହି ପିଲାମାନେ ଯେତେବେଳେ 5 ରୁ 15 ବର୍ଷର ହୋଇଯିବେ, ସେମାନଙ୍କର ଦଶଟି ହାତ ଆଙ୍ଗୁଠି, ଆଇରିସ୍ ଓ ମୁହଁର ଫୋଟୋଗ୍ରାଫ୍ ପ୍ରଦାନ କରି ବାୟୋମେଟ୍ରିକକୁ ନବୀକରଣ କରାଇନେବେ | ଏହାର ପ୍ରମାଣ ଅସଲ ଆଧାର ଲେଟରରେ ଉଲ୍ଲେଖ କରାଯିବ |