ଭିନ୍ନକ୍ଷମ ମାନଙ୍କର ଏବଂ ଆଙ୍ଗୁଠି ଛାପ ନଥିବା କିମ୍ବା ଅସମତଳ ହାତଗୁଡିକ, ଉଦାହରଣ ବିଡି ଶ୍ରମିକ କିମ୍ବା ଆଙ୍ଗୁଳି ନଥିବା ସ୍ଥଳେ ବାୟୋମେଟ୍ରିକ୍ କିପରି ଗ୍ରହଣ କରାଯିବ?

ଯୋଜନା, ଏହି ବିଶିଷ୍ଟତାକୁ ବିଚାରକୁ ନେବା ସହ ନିର୍ଦ୍ଦେଶିତ ବାୟୋମେଟ୍ରିକ୍ ଏକକ ସୁନିଶ୍ଚିତ ହେବ ଯାହାଦ୍ଵାରା ଏହି ବର୍ଗ ବାଦ୍ ପଡିବେ ନାହିଁ | ହାତ/ଆଙ୍ଗୁଠି ନଥିବା ଲୋକଙ୍କ କ୍ଷେତ୍ରରେ ଚିହ୍ନଟ ପାଇଁ କେବଳ ଫୋଟୋକୁ ବ୍ୟବହାର କରାଯାଇପାରିବ ଏବଂ ବିଶିଷ୍ଟତାକୁ ଜାଣିବା ପାଇଁ ଚିହ୍ନଗୁଡିକ ଅଛି |