ସ୍ଵୀକୃତି ପତ୍ର ପାଇଁ ଆଧାର ସଂଖ୍ୟା ବାଧ୍ୟତାମୁଳକ ଅଟେ କି?

ହଁ | ସ୍ଵୀକୃତି ପରୀକ୍ଷା ପାଇଁ ପଞ୍ଜୀକରଣ ସକାଷେ ପ୍ରାର୍ଥିଙ୍କର ଗୋଟିଏ ବୈଧ ଆଧାର ସଂଖ୍ୟା ଥିବା ଆବଶ୍ୟକ | ପରୀକ୍ଷା ପଞ୍ଜୀକରଣ ବିବରଣୀ ପ୍ରାର୍ଥିଙ୍କର ଆଧାର ପାଇଁ ଉଲ୍ଲେଖ ଥିବା ତଥ୍ୟ ସହିତ ସମ୍ପୂର୍ଣ୍ଣ ସମାନ ଅଟେ |