ପଞ୍ଜୀକରଣରେ ସମସ୍ୟା ଦେଖାଦେଲେ ମୁଁ କାହାକୁ ସମ୍ପର୍କ କରିବି?

ଆପଣ NSEiT ହେଲ୍ପଡେସ୍କ, ଟୋଲ୍ ଫ୍ରୀ ନଂ.: 022-42706500ରେ ଯୋଗାଯୋଗ କରିବେ କିମ୍ବା This email address is being protected from spambots. You need JavaScript enabled to view it. କୁ ମେଲ୍ ପଠାଇପାରିବେ |