ଟେଷ୍ଟ କେନ୍ଦ୍ର କେଉଁଠି ଅବସ୍ଥିତ ଅଟେ?

ଟେଷ୍ଟ କେନ୍ଦ୍ରଗୁଡିକ ଭାରତର ବିଭିନ୍ନ ରାଜ୍ୟରେ ଉପଲବ୍ଧ ଅଛି | ଟେଷ୍ଟ କେନ୍ଦ୍ର ସମ୍ପର୍କୀତ ସମସ୍ତ ବିବରଣୀ NSEIT Ltd ପୋର୍ଟାଲରେ http://uidai.nseitexams.com ରେ ଉପଲବ୍ଧ |