ଯଦି ମୁଁ ପ୍ରଥମ ଥର କିଛି ମୋଡ୍ୟୁଲରେ ପାସ୍ କରିଥିବା ସତ୍ଵେ, ରିଟେଷ୍ଟରେ ମୋତେ ସବୁ ମୋଡ୍ୟୁଲଗୁଡିକୁ ଆଉଥରେ ଦେବାକୁ ହେବ କି?

ହଁ | ପରୀକ୍ଷାର୍ଥୀଙ୍କୁ ପ୍ରତ୍ୟେକ ଥର ସମସ୍ତ ମୋଡ୍ୟୁଲ୍ ସହ ସମ୍ପୂର୍ଣ୍ଣ ପରୀକ୍ଷାରେ ପାସ୍ କରିବାକୁ ପଡିବ |