ବ୍ଲାକଲିଷ୍ଟ ହୋଇଥିବା ଅପରେଟର୍/ସୁପରଭାଇଜର୍ ରିସର୍ଟିଫାଏଡ୍ ହୋଇପାରିବେ କି?

ନା ! ସମସ୍ତ ବ୍ଲାକଲିଷ୍ଟେଡ୍ ଅପରେଟର୍/ସୁପରଭାଇଜରଙ୍କ ଆଧାର ସଂଖ୍ୟାକୁ ବ୍ଲକ୍ କରିଦିଆଯାଇଛି | କ୍ୟାଣ୍ଡିଡେଟ୍ ରିସାର୍ଟିଫାଏଡ୍ ହେବା କ୍ଷେତ୍ରରେ ସେମାନଙ୍କୁ UIDAI ଦ୍ଵାରା ଅଗ୍ରାହ୍ୟ କରିଦିଆଯିବ |