ଯଦି ଜଣେ କ୍ୟାଣ୍ଡିଡେଟ୍ ଆଧାର ପଞ୍ଜୀକରଣ କେନ୍ଦ୍ର ଖୋଲିବା ପାଇଁ ଇଚ୍ଛୁକ ତେବେ ସେ କାହାକୁ ଯୋଗାଯୋଗ କରିବେ?

ଆପଣ କ୍ଷେତ୍ରରେ ସକ୍ରିୟ ଥିବା ପଞ୍ଜୀକରଣ ଏଜେନ୍ସୀକୁ ଯୋଗାଯୋଗ କରନ୍ତୁ ଯିଏ ପଞ୍ଜୀକରଣ କେନ୍ଦ୍ର ଖୋଲିବା ପାଇଁ ଆବଶ୍ୟକ ଅନୁସାରେ ସାହାଯ୍ୟ କରିବେ | ସକ୍ରିୟ ଥିବା ପଞ୍ଜୀକରଣ ଏଜେନ୍ସୀଗୁଡିକର ତାଲିକା ଆପଣଙ୍କ ନିକଟସ୍ଥ UIDAI ଆଞ୍ଚଳିକ କାର୍ଯ୍ୟାଳୟରେ ପ୍ରାପ୍ତ କରିପାରିବେ |