ଗୋଟିଏ ନିର୍ଦ୍ଦିଷ୍ଟ ଭାଷାକୁ ସପୋର୍ଟ କରୁଛି, ଏହା କହିବାର ଅର୍ଥ କ’ଣ?

ସ୍ଥାନୀୟ ଭାଷାକୁ ସମର୍ଥନ କରିବାକୁ ସୂଚିତ କରିବା ସହ, ସପୋର୍ଟ ପ୍ରଦାନ କରୁଛି:
ସ୍ଥାନୀୟ ଭାଷାରେ ତଥ୍ୟ ଏଣ୍ଟ୍ରୀ କରିବା
ଇଙ୍ଗଲିଶ୍ ଭାଷାରେ ଥିବା ତଥ୍ୟ ସ୍ଥାନୀୟ ଭାଷାରେ ଆକ୍ଷରିକ ଅନୁବାଦ ହେବା
ସଫ୍ଟୱେରରେ ସ୍ଥାନୀୟ ଭାଷା ପାଇଁ ଥିବା ଲେବଲଗୁଡିକ (ସ୍କ୍ରୀନ୍ ଉପରେ)
ମୁଦ୍ରିତ ରସିଦରେ ସ୍ଥାନୀୟ ଭାଷାରେ ଥିବା ଲେବଲଗୁଡିକ
ସ୍ଥାନୀୟ ଭାଷାରେ ପଞ୍ଜୀକରଣ ପୂର୍ବ ତଥ୍ୟକୁ ଇମ୍ପୋର୍ଟ କରିବା (upcoming)