କେଉଁ ଭାଷାଗୁଡିକୁ ସପୋର୍ଟ କରୁଛି?

ସାମ୍ପ୍ରତିକ ରିଲିଜ(1.2.1.5)ରେ, ସପୋର୍ଟ ଅଛି
ହିନ୍ଦୀ
କନ୍ନଡ
ତେଲୁଗୁ
ତାମିଲ୍
ମରାଠି
ବେଙ୍ଗଲି
ଭବିଷ୍ୟତରେ ହେବାକୁ ଥିବ ରିଲିଜରେ, ଗୋଟିଏ ସ୍ଥାନୀୟ ଭାଷାର IMEର ଉପଲବ୍ଧ ହେବ ବୋଲି ଆଶା କରୁଛୁ, ଅତିରିକ୍ତ ଭାରତୀୟ ଭାଷାର ସପୋର୍ଟ ପାଇଁ ଆଶା କରୁଛୁ |