ତଥ୍ୟଭଣ୍ଡାର(ଡେଟାବେସ) କେଉଁ ଭାଷାରେ ପରିଚାଳିତ ହେବ? ପ୍ରାମାଣିକତା ସେବାଗୁଡିକୁ କେଉଁ ଭାଷାରେ ପ୍ରଦାନ କରାଯିବ? କେଉଁ ଭାଷାରେ UIDAI ଓ ବାସିନ୍ଦାଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ ହେବ?

ତଥ୍ୟଭଣ୍ଡାର(ଡେଟାବେସ) ଇଙ୍ଗଲିଶରେ ପରିଚାଳିତ ହେବ | ବସିନ୍ଦା ଓ UIDAI ମଧ୍ୟରେ ଯୋଗାଯୋଗ ଇଙ୍ଗଲିଶ୍ ଓ ସ୍ଥାନୀୟ ଭାଷାରେ ହେବ |