EA ଗୁଡିକୁ ଉପ-ଠିକାଦାରୀ ଭାବେ ପଞ୍ଜୀକରଣ କାର୍ଯ୍ୟକୁ କରିବା ପାଇଁ ଅନୁମତି ଅଛି କି?

ଘରୋଇ/ ବାଣିଜ୍ୟ ସଂସ୍ଥା/PSUs / ସରକାରୀ କମ୍ପାନୀଗୁଡିକ / ସ୍ଵୟଂଶାସିତ ବିଶେଷମାନଙ୍କୁ ପଞ୍ଜୀକରଣ କାର୍ଯ୍ୟ ପାଇଁ ଉପ-ଠିକାଦାରୀକୁ ଅନୁମତି ଦିଆଯାଏ ନାହିଁ | ଯାହାହେଲେ, କ୍ଷେତ୍ର ସ୍ତରୀୟ ଲୋକଶକ୍ତି ଯେପରି ପଞ୍ଜୀକରଣ ଅପରେଟର୍ ଓ ପର୍ଯ୍ୟବେକ୍ଷକଙ୍କୁ ତୃତୀୟ ପକ୍ଷ ମାଧ୍ୟମରେ ଭଡାରେ ନେଇପାରିବେ | ଏହି ଲୋକଶକ୍ତିକୁ ଉପଲବ୍ଧ କରାଉଥିବା କମ୍ପାନୀଗୁଡିକର ସମ୍ପୂର୍ଣ୍ଣ ବିବରଣୀ, EAମାନେ ପ୍ରଦାନ କରିବେ | ଯାହାହେଲେ, ସରକାରୀ ସଂସ୍ଥାଗୁଡିକ, CSC/ ସ୍ଥାନୀୟ ସରକାରୀ ସଂସ୍ଥାଗୁଡିକୁ ପଞ୍ଜୀକରଣ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇପାରିବେ |