ଜଣେ ପରିଚୟକର୍ତ୍ତାଙ୍କର ଦାୟିତ୍ଵର ପରିସୀମାଗୁଡିକ କ’ଣ ଅଟେ?

  • ପରିଚୟକର୍ତ୍ତା ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣଙ୍କର(ଜୀବିତ କିମ୍ବା ମୃତ)ଛଳନା କରିବାର କଦାପି ଦୁରଭିସନ୍ଧି ରଖିବେ ନାହିଁ |
  • ପରିଚୟକର୍ତ୍ତା ନିଶ୍ଚିତରୂପେ ଜଣେ ଆଧାର ଧାରକଙ୍କୁ ଜାଣିଶୁଣି ଅନ୍ୟ ଜଣଙ୍କର ଜନସାଂଖିକ ତଥ୍ୟକୁ ପରିବର୍ତ୍ତନ କରିବା ହେତୁ ସାହାଯ୍ୟ କରିବେ ନାହିଁ କିମ୍ବା ଭୁଲ୍ ବାୟୋମେଟ୍ରିକ୍ ତଥ୍ୟ ପ୍ରଦାନର ଦୁରଭିସନ୍ଧି କଦାପି ରଖିବେ ନାହିଁ |
  • ନିୟମାବଳୀଗୁଡିକର ଅବମାନନା କରିଲେ ପରିଚୟକର୍ତ୍ତାଙ୍କ ବିପକ୍ଷରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |