କେଉଁଠାରେ ମୁଁ ଆଧାର ପାଇଁ ପଞ୍ଜୀକରଣ କରିପାରିବି?

ଆଧାରର ପଞ୍ଜୀକରଣ ପାଇଁ ପଞ୍ଜୀକରଣ ଏଜେନ୍ସୀ ଦ୍ଵାରା ପ୍ରତିଷ୍ଠା କରାଯାଇଥିବା ଆଧାର ପଞ୍ଜୀକରଣ କେନ୍ଦ୍ରକୁ ଆପଣଙ୍କୁ ଯିବାକୁ ହେବ | “Locate Enrolment Center” ଉପରେ କ୍ଲିକ୍ କରି କିମ୍ବା https://appointments.uidai.gov.in/easearch.aspx କୁ ଯାଇ ମଧ୍ୟ ନିକଟସ୍ଥ ପଞ୍ଜୀକରଣ କେନ୍ଦ୍ରକୁ ସର୍ଚ କରିପାରିବେ | ନିକଟସ୍ଥ ପଞ୍ଜୀକରଣ କେନ୍ଦ୍ର ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ରାଜ୍ୟ, ଜିଲ୍ଲା, ଲୋକାଲିଟୀକୁ ପ୍ରବେଶ କରିବାକୁ ହେବ |