ଆଧାରର ପଞ୍ଜୀକରଣ ପାଇଁ ମୋତେ କିଛି ପାଉଣା ଦେବାକୁ ପଡିବ କି?

ନାହିଁ, ଆଧାର ପଞ୍ଜୀକରଣ ସମ୍ପୂର୍ଣ୍ଣ ନିଶୂଳ୍କ ଅଟେ ତେଣୁ ଆପଣଙ୍କୁ ପଞ୍ଜୀକରଣ କେନ୍ଦ୍ରରେ କିଛି ବି ଦେବାକୁ ପଡିବ ନାହିଁ |