ଆଧାର ପଞ୍ଜୀକରଣ କରିବା ସମୟରେ କେଉଁ ପ୍ରକାରର ତଥ୍ୟକୁ ଗ୍ରହଣ କରାଯାଇଥାଏ?

ଆଧାର ପଞ୍ଜୀକରଣ ପାଇଁ ଦୁଇ ପ୍ରକାରର ତଥ୍ୟକୁ ଗ୍ରହଣ କରାଯାଇଥାଏ ଜନସାଂଖିକ(ନାମ, ଲିଙ୍ଗ, ଜନ୍ମ ତାରିଖ(DoB), ଠିକଣା, ମୋବାଇଲ୍ ନମ୍ବର୍ ଏବଂ ଇମେଲ୍ ଆଇଡି) ଏବଂ ବାୟୋମେଟ୍ରିକ୍(ଦଶଟି ହାତଆଙ୍ଗୁଠି ଛାପ, ଉଭୟ ଆଇରିସ୍(ଆଖିଡୋଳା) ଏବଂ ଫୋଟୋଗ୍ରାଫ୍) | ମୋବାଇଲ୍ ନମ୍ବର୍ ଓ ଇମେଲ୍ ଆଇଡି ବାଧ୍ୟତାମୁଳକ ନୁହେଁ |