ଆଧାରରେ ପଞ୍ଜୀକରଣ କରିବା ପାଇଁ କୌଣସି ବୟସ ସୀମା ଅଛି କି?

ନା, ଆଧାରରେ ପଞ୍ଜୀକରଣ କରିବା ପାଇଁ କୌଣସି ବୟସ ସୀମାର ଉଲ୍ଲେଖ ନାହିଁ | ଏପରିକି ଗୋଟିଏ ନବଜାତ ଶିଷୁ ମଧ୍ୟ ଆଧାର ପାଇଁ ପଞ୍ଜୀକରଣ କରିପାରିବ |