ଏହା ସୃଷ୍ଟି ହେବା ପରେ, ମୁଁ ଅନଲାଇନରେ ମୋର ଆଧାର ଲେଟରକୁ ଡାଉନଲୋଡ୍ କରିପାରିବି କି?

ହଁ, ଥରେ ଆପଣଙ୍କ ଆଧାର ସୃଷ୍ଟି ହେଇସାରିବା ପରେ, ଆପଣ ଆଧାର ପଞ୍ଜୀକରଣ ବିଭାଗ ଅଧିନରେ ଥିବା uidai.gov.in ୱେବସାଇଟକୁ ଯାଇ “Download Aadhaar” ଉପରେ କ୍ଲିକ୍ କରି ଯେକୌଣସି ସମୟରେ ଇ–ଆଧାର ଲେଟରକୁ ଡାଉନଲୋଡ୍ କରିପାରିବେ |