ଅନଲାଇନରୁ ଡାଉନଲୋଡ୍ ହୋଇଥିବା ଆଧାର ପତ୍ର, ଅସଲ ଭଳି ବୈଧ ହେବ କି

ହଁ, ଅନଲାଇନରୁ ଡାଉନଲୋଡ୍ ହୋଇଥିବା ଇ-ଆଧାର ପତ୍ର, ଅସଲ ଭଳି ସମାନ ବୈଧ ଅଟେ |