ମୁଁ ମୋର ପଞ୍ଜୀକରଣ ID ଚିରିକୁଟି/ଆଧାର ପତ୍ର ହଜାଇ ଦେଇଛି, ସମାନକୁ ପ୍ରାପ୍ତ କରିବା ପାଇଁ କିଛି ମାର୍ଗ ଅଛି କି?

ହଁ, ଆଧାରରେ ଆପଣଙ୍କ ମୋବାଇଲ୍ ନମ୍ବର୍ ପଞ୍ଜିକୃତ ହେବା କ୍ଷେତ୍ରରେ, ଆପଣ ଆଧାର ପଞ୍ଜୀକରଣ ବିଭାଗର uidai.gov.in ୱେବସାଇଟ୍ କିମ୍ବା ଅଧିନରେ ଥିବା “Retrieve Lost UID/EID” ଟାବ୍ ଉପରେ କ୍ଲିକ୍ କରି ଆପଣ ଆପଣଙ୍କର ପଞ୍ଜୀକରଣ ସଂଖ୍ୟା(EID) କିମ୍ବା ଆଧାର(UID)କୁ ପ୍ରାପ୍ତ କରିପାରିବେ | ଆପଣ ଆବଶ୍ୟକ କରୁଥିବା EID/UIDକୁ ଚୟନ କରନ୍ତୁ, ଯାହାକୁ ପୁନଃ ପ୍ରାପ୍ତ କରିବାକୁ ଚାହାଁନ୍ତି ଏବଂ ତା’ପରେ ନିଜ ନାମ ଓ ମୋବାଇଲ୍ ନମ୍ବରକୁ ପ୍ରବେଶ କରନ୍ତୁ(ଯାହା ଆଧାର ପଞ୍ଜୀକରଣ ସମୟରେ ପଞ୍ଜିକୃତ କରିଥିବେ) | ଆପଣ ଆପଣଙ୍କର EID/ ଆଧାର ସଂଖ୍ୟା ନିଜ ଏମେଲ/ମୋବାଇଲ ନମ୍ବରକୁ ପ୍ରେରଣ ହେବ |

ଆଧାରରେ ଆପଣଙ୍କ ମୋବାଇଲ୍ ନମ୍ବର୍ ପଞ୍ଜିକୃତ ହୋଇନଥିବା କ୍ଷେତ୍ରରେ, ଆପଣଙ୍କୁ ନିକଟସ୍ଥ ସ୍ଥାୟୀ ଆଧାର ପଞ୍ଜୀକରଣ କେନ୍ଦ୍ରକୁ ଯିବାକୁ ହେବ |