ମୋର ଏକରୁ ଅଧିକ ବ୍ୟାଙ୍କରେ ଖାତା ଅଛି ଏବଂ ସବୁଗୁଡିକୁ ଆଧାରରେ ସଂଯୁକ୍ତ କରିଛି | ଆଧାରକୁ ବ୍ୟବହାର କରି ଡିଜିଟାଲ୍ ପେମେଣ୍ଟ ପାଇଁ କେଉଁ ଖାତାକୁ ବ୍ୟବହାର କରିପାରିବି?

ଆଧାର ଭିତ୍ତିକ ପେମେଣ୍ଟ କରିବା ପାଇଁ ଆପଣ ସମସ୍ତ ଆକାଉଣ୍ଟକୁ ବ୍ୟବହାର କରିପାରିବେ, ଆପଣଙ୍କୁ ବ୍ୟଙ୍କ ଚୟନ କରିବା ପାଇଁ ଗୋଟିଏ ବିକଳ୍ପ ପ୍ରଦାନ କରାଯିବ. ଯେଉଁଥିରୁ ଆପଣ ପେମେଣ୍ଟ କରିବାକୁ ଚାହାଁନ୍ତି | ତେଣୁ ପ୍ରତ୍ୟେକ ପେମେଣ୍ଟ ପୂର୍ବରୁ ବ୍ୟାଙ୍କକୁ ଚୟନ କରିବାକୁ ପଡିବ |